ବୈଜୟନ୍ତଙ୍କ ଅଡ଼ୁଆ ବଢ଼ିଲା, ହାଜର ପାଇଁ ନୋଟିସ୍‌

ଶ୍ରୀ ଜଗନ୍ନାଥ ମନ୍ଦିରକୁ କହିଲେ ପର୍ଯ୍ୟଟନସ୍ଥଳୀ:କାର୍ଯ୍ୟାନୁଷ୍ଠାନ ଦାବିରେ ବିଧାନସଭାରେ ଗର୍ଜିଲେ ବିଧାୟକ ଭୁବନେଶ୍ୱର: ଚିଲିକା, ଶ୍ରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କର ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଉପରେ ହେଲିକପ୍ଟରରେ ଉଡିବା ଏବଂ ସୂର୍ଯ୍ୟ ମନ୍ଦିର ଓ ପୁରୀ ମନ୍ଦିର ସଂପର୍କରେ ସହଯାତ୍ରୀଙ୍କ ମନ୍ତବ୍ୟ ଏବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଅଡୁଆ ବଢାଇ ଦେଇଛି। ବୈଜୟନ୍ତଙ୍କ ସହିତ ଦୁଇଜଣ ସହଯାତ୍ରୀ (ଅଭିଜିତ ଆୟାର ମିତ୍ର ଏବଂ ଆରତି … Continue reading ବୈଜୟନ୍ତଙ୍କ ଅଡ଼ୁଆ ବଢ଼ିଲା, ହାଜର ପାଇଁ ନୋଟିସ୍‌